ମୋ ଜୀବନ କଥା – ଡକ୍ଟର ଗୌରହରି ଦାସ

ଡକ୍ଟର ଗୌରହରି ଦାସ – ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର, ଅନୁବାଦକ ଓ ନାଟ୍ୟକାର। ‘କଥା’ ପତ୍ରିକାର ସମ୍ପାଦକ। ‘ସମ୍ବାଦ’ ଖବରକାଗଜରେ ପ୍ରକାଶ ପାଉଥିବା ‘ଜୀବନର ଜଳଛବି’ ସ୍ତମ୍ଭର ଲେଖକ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ‘ଲେଖକଙ୍କ ସହିତ’ (Meet The Author) କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜ ଜୀବନର ସୁଖ ଓ ସଂଘର୍ଷ କାହାଣୀକୁ ବଖାଣିଛନ୍ତି।

ତାଙ୍କ ଜୀବନର ଅନେକ ଅକୁହା, ଅଜଣା କଥା – ଖୋଦ ତାଙ୍କ ମୁହଁରୁ। ଦେଖନ୍ତୁ ଭିଡିଓ…

LEAVE A REPLY

Please enter your comment!
Please enter your name here