ଶୁଣନ୍ତୁ “ଗୋଟିଏ ବରଗଛର ମୃତ୍ୟୁ’’- ଡ. ଗୌରହରି ଦାସଙ୍କ ମୁହଁରୁ

0
654

ଆକାଶବାଣୀରେ ପ୍ରସାରିତ ମାସିକ ସାହିତ୍ୟ ବେତାର ପତ୍ରିକା ‘ସାହିତ୍ୟ ସଂସଦ’ରେ ନିକଟରେ ପ୍ରସାରିତ ହୋଇଛି ‘ଗୋଟିଏ ବରଗଛର ମୃତ୍ୟୁ’। ଲେଖକ ଗୌରହରି ଦାସ ଖୋଦ ଏହି ଗଳ୍ପଟିକୁ ପଢ଼ିଛନ୍ତି, ସମସ୍ତ ଲେଖକୀୟ ଭାବ ସହକାରେ।

ଗାଁର ମଧ୍ୟଭାଗରେ ଥିବା ଏକ ବୟସ୍କ ବରଗଛର କାହାଣୀ ଇଏ। ବଦଳୁଥିବା ସମାଜରେ ବଢ଼ୁଥିବା ପାପାଚାରକୁ ସହିନପାରି ସେ କିପରି ଉପଚଡ଼ିପଡ଼ିଛି ତାହାକୁ ଖୁବ୍ ଭାବାତ୍ମକ ବର୍ଣ୍ଣନାରେ ଉପସ୍ଥାପନ କରିଛନ୍ତି ଡ. ଦାସ। ଭିଡିଓକୁ କ୍ଲିକ୍‌ କରନ୍ତୁ ଶୁଣିବା ପାଇଁ।

LEAVE A REPLY

Please enter your comment!
Please enter your name here