୯୨ତମ ‘ସଂସ୍କୃତି ଚର୍ଚ୍ଚା’ – ଓଡ଼ିଶା ସଂସ୍କୃତି: ପ୍ରେମ ଓ କରୁଣା | ଡକ୍ଟର ଗୌରହରି ଦାସ | Dr. Gourahari Das
ଓଡ଼ିଶା ରାଜ୍ୟ ଅଭିଲେଖାଗାର ପରିସରରେ ଆୟୋଜିତ ହୋଇଥିଲା ୯୨ତମ ‘ସଂସ୍କୃତି ଚର୍ଚ୍ଚା’ । ଏହି ଅବସରରେ ବିଶିଷ୍ଟ ଲେଖକ ତଥା ସ୍ତମ୍ବକାର ଡକ୍ଟର ଗୌରହରି ଦାସ ‘ଓଡ଼ିଶା ସଂସ୍କୃତି: ପ୍ରେମ ଓ କରୁଣା’ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।












